ਮਹਿੰਦਰਾ ਐਕਸਪੀ ਪਲੱਸ

ଗୋଟିଏ ଅନ୍ତର୍ଜାତୀୟ କମ୍ପାନୀ ଭାବେ 1967ରୁ 30 ଲକ୍ଷରୁ ଅଧିକ ଟ୍ରାକ୍ଟର ଉତ୍ପାଦନ କରିସାରିଥିବା ମହିନ୍ଦ୍ରା, ବର୍ତ୍ତମାନ ଆପଣଙ୍କ ପାଇଁ ଆଣିଛି ଅଧିକ ଦୃଢ଼ ମହିନ୍ଦ୍ରା ଏସପି ପ୍ଲସ୍ । ମହିନ୍ଦ୍ରା ଏସପି ପ୍ଲସ୍ ଟ୍ରାକ୍ସରଗୁଡ଼ିକ, ସର୍ବନିମ୍ନ ଇନ୍ଧନ ଉପଯୋଗ ବୈଶିଷ୍ଟ୍ୟ ସହ ଏହି ଶ୍ରେଣୀରେ ଅଧିକ ଶକ୍ତିଶାଳୀ । ଏହାର ଶକ୍ତିଶାଳୀ ELS DI ଇଞ୍ଜିନ, ଉଚ୍ଚ ମାକ୍ସ ଟର୍କ, ଏବଂ ଉତ୍କୃଷ୍ଟ ବ୍ୟାକ୍ ଅପ୍ ଟର୍କ ଯୋଗୁଁ, ସମସ୍ତ ପ୍ରକାର କୃଷି ଉପକରଣ ସହ ଏହା ଅତୁଳନୀୟ ପ୍ରଦର୍ଶନ ଦେଇଥାଏ । ଉଦ୍ୟୋଗରେ ପ୍ରଥମ ଥର ପାଇଁ 6 ବର୍ଷର ୱାରେଣ୍ଟୀ ସହ, ମହିନ୍ଦ୍ରା ଏସପି ପ୍ଲସ୍ ବାସ୍ତବରେ ବେଶ୍ ଦୃଢ଼ ।

ਮਹਿੰਦਰਾ ਐਕਸਪੀ ਪਲੱਸ

ਮਹਿੰਦਰਾ ਐਕਸਪੀ ਪਲੱਸ