ମହିନ୍ଦ୍ରା ନୋଭୋ

ମହିନ୍ଦ୍ରା ନୋଭୋ ଟ୍ରାକ୍ଟରଗୁଡ଼ିକ ହେଉଛି ତାହାର ଶ୍ରେଣୀରେ ସର୍ବନିମ୍ନ ଇନ୍ଧନ ଉପଯୋଗ କରୁଥିବା ଅତ୍ୟଧିକ ଶକ୍ତିଶାଳୀ ଟ୍ରାକ୍ଟର । ଏହାର ଶକ୍ତିଶାଳୀ ELS DI ଇଞ୍ଜିନ୍, ହାଇ ମାକ୍ସ ଟର୍କ ଏବଂ ଉତ୍କୃଷ୍ଠ ବ୍ୟାକ୍ ଅପ୍ ଟର୍କ ଯୋଗୁଁ, ଏହା ସମସ୍ତ କୃଷି ଉପକରଣ ସହ ଅତୁଳନୀୟ ପ୍ରଦର୍ଶନ କରିଥାଏ । 6 ବର୍ଷର ୱାରେଣ୍ଟୀ ସହ ମହିନ୍ଦ୍ରା ନୋଭୋ ଟ୍ରାକ୍ଟର ହେଉଛି ପ୍ରକ଼ତରେ "ଦୃଢ଼ତାର ପୁନଃବ୍ୟାଖ୍ୟା " ।

ମହିନ୍ଦ୍ରା ନୋଭୋ

ମହିନ୍ଦ୍ରା ନୋଭୋ