ମହିନ୍ଦ୍ରା ଜିଭୋ

ପ୍ରସ୍ତୁତ କରୁଛୁ କମ୍ପାକ୍ଟ ଟ୍ରାକ୍ଟରର ବ୍ୟାପକ ମହିନ୍ଦ୍ରା ଜିଭୋ ରେଞ୍ଜ୍, ଯାହା ସମସ୍ତ ପ୍ରକାରର କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ । 14.7 kW (20 HP) ରୁ 26.48 kW (36 HP) ପର୍ଯ୍ୟନ୍ତ,ଏସବୁ ଟ୍ରାକ୍ଟରଗୁଡ଼ିକ ଇନ୍ଧନ- ଦକ୍ଷ ମହିନ୍ଦ୍ରା DI ଇଞ୍ଜିନ୍ ଦ୍ବାରା ପରିଚାଳିତ ଏବଂ ଏଥିରେ ରହିଛି ସବୁଠାରୁ ନୂଆ ବୈଶିଷ୍ଟ୍ୟ । ଏହା ଅନ୍ତର୍ଭୁକ୍ତ ହେଉଛି 4- ଚକିଆ ଡ୍ରାଇଭ୍ ଯାହା ଆପଣଙ୍କୁ ସହଜରେ କାମ କରିବାରେ ସାହାଯ୍ୟ କରିବ । କଞ୍ଚା ଫସଲ ଯେପରି ଅଙ୍ଗୁର, କୌଣସି ଫଳ ବଗିଚା, ତୁଳା ଏବଂ ଆଖୁ ଆଦି ଫସଲ ସମେତ ଏସବୁ ଟ୍ରାକ୍ଟର୍ ସମସ୍ତ ପ୍ରକାରର ଫସଲ ପାଇଁ ବ୍ୟବହାର କରାଯାଇ ପାରିବ । ଏଥିରେ ଥିବା ଉଚ୍ଚ କ୍ଷମତାସମ୍ପର୍ଣ୍ଣ ଟ୍ରାନ୍ସମିସନ୍, ନିଶ୍ଚିତ କରେ ଯେ, ଆପଣ ଏହି ଘୂର୍ଣ୍ଣନ ଉପକରଣରେ ଅଧିକ କାର୍ଯ୍ୟଦକ୍ଷତା ପ୍ରଦାନ କରୁଥିବା ବ୍ୟାପକ PTO ଶକ୍ତି ପାଇ ପାରିବେ ।

ମହିନ୍ଦ୍ରା ଜିଭୋ

ମହିନ୍ଦ୍ରା ଜିଭୋ