ମହିନ୍ଦ୍ରା ୟୁବୋ ଟେକ୍ +

ନୂଆ ମହିନ୍ଦ୍ରା ୟୁଭୋ ଟେକ୍ + ଟ୍ରାକ୍ଟରଗୁଡ଼ିକ, କୃଷି କ୍ଷେତ୍ରରେ ନୂଆ ସମ୍ଭାବନା ପାଇଁ ବାଟ ଫିଟାଏ । ଏହାର ଅତ୍ୟାଧୁନିକ ଟେକ୍ନୋଲୋଜୀ ମଧ୍ୟରେ ରହିଛି ଶକ୍ତିଶାଳୀ ଇଞ୍ଜିନ, ସମସ୍ତ ପ୍ରକାର ନୂଆ ବୈଶିଷ୍ଟ୍ୟ ସହ ଟ୍ରାନ୍ସମିସନ ଏବଂ ଅତ୍ୟାଦୁନିକ ହାଇଡ୍ରୋଲିକ, ଯାହା ନିଶ୍ଚିତ କରେ ଯେ, ଏହା ସବୁବେଳେ ଅଧିକ ଶୀଘ୍ର ଏବଂ ଅଧିକ ଭଲ କରିଥାଏ । ମହିନ୍ଦ୍ରା ୟୁବୋ ଟେକ୍+ ଟ୍ରାକ୍ଟରଗୁଡ଼ିକରେ ରହିଛି ସର୍ବଶ୍ରେଷ୍ଠ ବୈଶିଷ୍ଟ୍ୟ ଯେପରି ଅଧିକ ବ୍ୟାକ୍ ଅପ୍ ଟର୍କ, 12F + 3R ଗିଅର୍, ସର୍ବାଧିକ ଉଠାଇବା କ୍ଷମତା, ଆଡଜଷ୍ଟ ହୋଇପାରୁଥିବା ଡିଲକ୍ସ ସିଟ୍, ଶକ୍ତିଶାଳୀ ରାପ୍- ଏରାଉଣ୍ଡ ପରିଷ୍କାର ଲେନସର ହେଡ୍ ଲ୍ୟାମ୍ପ ଇତ୍ୟାଦି । ଏସବୁ ଏହାକୁ ଅନ୍ୟଠାରୁ ଭିନ୍ନ ପ୍ରଦର୍ଶନ କରାଯାଏ । ଏହା 30 ପ୍ରକାରର ଭିନ୍ନ ଭିନ୍ନ କାର୍ଯ୍ୟ କରି ପାରିବ, ଯାହା ନିଶ୍ଚିତ କରେ ଯେ, ଯେ କୌଣସି ଆବଶ୍ୟକତା ପାଇଁ ମହିନ୍ଦ୍ରା ୟୁଭୋ ଟେକ୍ + ଟ୍ରାକ୍ଟର ଶ୍ରେଷ୍ଠ ।

ମହିନ୍ଦ୍ରା ୟୁବୋ ଟେକ୍ +

ମହିନ୍ଦ୍ରା ୟୁବୋ ଟେକ୍ +