ମହିନ୍ଦ୍ରା ଅର୍ଜୁନ୍

ସର୍ବନିମ୍ନ ଇନ୍ଧନ ଉପଯୋଗ ସହ ସେହ ତାହାର ଶ୍ରେଣୀରେ ମହିନ୍ଦ୍ରା ଅର୍ଜୁନ୍ ଟ୍ରାକ୍ଟର ଅତ୍ୟଧିକ ଶକ୍ତିଶାଳୀ । ଏହାର ଶକ୍ତିଶାଳୀ ELS DI ଇଞ୍ଜିନ୍, ହାଇ ମାକ୍ସ ଟର୍କ ଏବଂ ଉତ୍କୃଷ୍ଟ ବ୍ୟାକ୍ ଅପ୍ ଟର୍କ ଯୋଗୁଁ, ସମସ୍ତ ପ୍ରକାର କୃଷି ଉପକରଣ ସହ ଏହା ଅତୁଳନୀୟ ପ୍ରଦର୍ଶନ ଦେଇଥାଏ 6 ବର୍ଷର ୱାରେଣ୍ଟୀ ସହ ମହିନ୍ଦ୍ରା ଅର୍ଜୁନ ଟ୍ରାକ୍ଟର ହେଉଛି ପ୍ରକ଼ତରେ "ଦୃଢ଼ତାର ପୁନଃବ୍ୟାଖ୍ୟା " ।

ମହିନ୍ଦ୍ରା ଅର୍ଜୁନ୍

ମହିନ୍ଦ୍ରା ଅର୍ଜୁନ୍