banner
ମହିନ୍ଦ୍ରା 2WD ଟ୍ରାକ୍ଟର

ସହଜ ସଂଚାଳନ ପାଇଁ ଗୋଟିଏ
ଆକ୍ସେଲ୍ ଦ୍ବାରା ପରିଚାଳିତ

2WD ଟ୍ରାକ୍ଟର

ଦୁଇ -ଚକିଆ ଡ୍ରାଇଭ୍ ଟ୍ରାକ୍ଟର୍ (2WD ଟ୍ରାକ୍ଟର କିମ୍ବା 2x2 ଟ୍ରାକ୍ଟର୍ ) ର ନାମ ଏପରି ହୋଇଛି, କାରଣ ସେଗୁଡ଼ିକର ଅଧିକାଂଶ ଓଜନ ପଛ ଚକାରେ ବିଭାଜିତ ହୋଇଛି । ଏହିଠାରୁ ହିଁ ସେଗୁଡ଼ିକୁ ଟ୍ରାକ୍ସନ ମିଳିଥାଏ । ଏସବୁ ଟ୍ରାକ୍ଟର୍ ଗୋଟିଏ ଆକ୍ସେଲ୍ ଦ୍ବାରା ପରିଚାଳିତ, ଯାହା ସେଗୁଡ଼ିକୁ ତାହାର ଇଞ୍ଜିନ ଶକ୍ତିର 45-50% କାମ କରିବାରେ ସକ୍ଷମ କରାଇ ଥାଏ, ଯାହା ସାଧାରଣତଃ 4-150 kW ଭିତରେ ହୋଇଥାଏ । ସେଗୁଡ଼ିକର ଛୋଟ ଘୂରୁଥିବା ବ୍ୟାସାର୍ଦ୍ଧ ଚାରି- ଚକିଆ ଡ୍ରାଇଭ୍ ଟ୍ରାକ୍ଟର ଠାରୁ ଚାଲିବାରେ ଅଧିକ ସହଜ କରାଇଥାଏ । ତେଣୁ, 2x2 ଟ୍ରାକ୍ଟରଗୁଡ଼ିକ ଛୋଟ ଜମି, ବଗିଚା, ଅଙ୍ଗୁର ବଗିଚା ପାଇଁ ଅଧିକ ଉପଯୋଗୀ ।

2WD ଟ୍ରାକ୍ଟର
.