banner
ମହିନ୍ଦ୍ରା 4WD ଟ୍ରାକ୍ଟର୍

ସବୁ ପରିସ୍ଥିତିରେ
ବଢ଼ିଆ ପ୍ରଦର୍ଶନ ପାଇଁ

4WD ଟ୍ରାକ୍ଟର

ମହିନ୍ଦ୍ରା 4WD ଟ୍ରାକ୍ଟରଗୁଡ଼ିକ କୃଷକମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ତିଆରି ହୋଇଛି । 4WD ଅର୍ଥ 4 ଚକିଆ ଡ୍ରାଇଭ୍ , ଏବଂ ଏବାକୁ ମଧ୍ୟ 4X4 କୁହାଯାଏ । ଏସବୁ ଟ୍ରାକ୍ଟର ପରିଚାଳିତ ହେବ ବେଳେ ତାହାର 4ଟି ଚକା ଉପଯୋଗ କରିଥାଏ, ଯାହାର ଅର୍ଥ ଏ କ୍ଷେତ୍ରରେ ଖସିଯିବା କିମବା ନିୟନ୍ତ୍ରଣ ହରାଇବାର ସମ୍ଭାବନା କମ । 2WD ଟ୍ରାକ୍ଟରରେ ଅଧିକ ଭାର ବା ଓଜନ ଥିଲେ, ଏହା ନିୟନ୍ତ୍ରଣ ହରାଇ ପାରେ, କିନ୍ତୁ 4WD ଟ୍ରାକ୍ଟର କ୍ଷେତ୍ରରେ ଏପରି ହୁଏ ନାହିଁ । ଯେହେତୁ ଏଥିରେ ଖସିବାର ସମ୍ଭାବନା କମ, ଜମିରେ ଏହା ଯୋଗୁ ଉତ୍ପାଦକତା ବଢ଼ିଥାଏ, ଯେଉଁଥିପାଇଁ ଦୀର୍ଘ ସମୟ ଉପଯୋଗ ଦୃଷ୍ଟିରୁ 4X4 ମେସିନ୍ ଅଧିକ ଭଲ ବିକଳ୍ପ ।

4WD ଟ୍ରାକ୍ଟର
.